ସରକାରୀ ମଣ୍ଡି ଛାଡି ବେପାରୀମୁହାଁ ଚାଷୀ

ଖଣ୍ଡଗିରି: ସରକାରୀ ମଣ୍ଡିରେ ଧାନ ବିକିବା ପାଇଁ ଟୋକନ୍‌କୁ ଚାହିଁ ଚାହିଁ ଚାଷୀ ଆଖି ଜଳକା ହେଲାଣି। ଗୋଟିଏ ଗୋଟିଏ ମଣ୍ଡିରୁ ୭/୮ଥର ଲେଖାଏଁ ଧାନ ବିକ୍ରି ହେବା ପରେ ବି ବହୁ ଚାଷୀଙ୍କୁ ଟୋକୋନ୍‌ ମିଳି ନାହିଁ। ଫଳରେ ଅମଳ ପରେ ଧାନ ସାଇତିବା ସମସ୍ୟା କାରଣରୁ ବହୁ ଚାଷୀ ଏବେ ମଣ୍ଡି ଆଶା ଛାଡ଼ି ଘରୋଇ ବେପାରୀଙ୍କ ଦ୍ୱାରସ୍ଥ ହେବାରେ ଲାଗିଛନ୍ତି। ଏହି ମଉକାରେ ଘରୋଇ ବେପାରୀମାନେ … Continue reading ସରକାରୀ ମଣ୍ଡି ଛାଡି ବେପାରୀମୁହାଁ ଚାଷୀ